ads

Breaking News

କୁର୍ତ୍ତମଗଡ଼ ବନାଞ୍ଚଳ ତରଫରୁ ସତୁରିତମ ବନମହୋତ୍ସବ


କନ୍ଧମାଳ------କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ କୁର୍ତ୍ତମଗଡ଼ ସେକ୍ସନ ବନାଅଞ୍ଚଳ ତରଫରୁ ମୁରୁଡୁମାହା ଠାରେ ୭୦ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ କରୁକୁଡ଼ପା ପଞ୍ଚାୟତ ସରପଞ୍ଚ ପୁକାରୀ ମାଝୀ, ସମିତିସଭ୍ୟ ରିଞ୍ଜା ମଳିକ, ମୁରୁଡ଼ିମାହା ୱାର୍ଡ ମେମ୍ବର ପିନାକୀ ମାଝୀ, ରବୀନ୍ଦ୍ର ମାଝୀ କରୁକୁଡ଼ପା, ଡାଙ୍ଗଶଗୁଡା ସ୍କୁଲ ପ୍ରଧାନ ଶିକ୍ଷକ ଦ୍ରୋଣା ଆଚାର୍ଯ୍ୟ, ଛାତ୍ର, ଛାତ୍ରୀ, ଏବଂ ବହୁ ସଂଖ୍ୟାରେ ଗ୍ରାମ ବାସି ମଧ୍ୟ ଯୋଗ ଦେଇଥିଲେ । ଏହି ମହୋତ୍ସବକୁ କୁର୍ତ୍ତମଗଡ଼ ବନାଞ୍ଚଳ ସନ୍ତୋଷ କୁମାର ସେନାପତି, ବନାଞ୍ଚଳ ଗାଡ଼ ଦୀପକ ରଞ୍ଜନ ପଟ୍ଟନାୟକ, ସଂଜୀବ ବେହେରା, ଶାଗରିକା ବେହେରାଙ୍କ ଉପସ୍ଥିତରେ ପ୍ରାୟ ଏକ ହଜାର ବୃକ୍ଷ ରୋପଣ କରାଯାଇଥିଲା  ।
ବାଲିଗୁଡ଼ାରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts