ads

Breaking News

୬୪ ଦିନ ରେ ୬୪ ହଜାର  ଫଳ ଗଛ ଚାର ରୋପଣ

ପିପିଲି------ ପିପିଲିଓ ଡେଲାଙ୍ଗର  ବିଧାୟକ ପ୍ରଦୀପ ମହାରଥୀ ଙ୍କ ୬୪ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୬୪ ଦିନ ରେ ୬୪ ହଜାର  ଫଳ ଗଛ ଚାର ରୋପଣ କାର୍ଯ୍ୟକ୍ରମର ନୂଆଶାସନ ଉତ୍ତର ସାହି(ମେଳଣ ପଡିଆ) ରେ ଅନୁଷ୍ଠିତ ହୋଇଯାଇଛି ।
ପିପିଲି ଡେଲାଙ୍ଗ ର ସମସ୍ତ ବିଜୁ ଛାତ୍ର,ଯୁବ ଓ ମହିଳା ଜନତା ଦଳ ର ନେତା ଓ କାର୍ଯ୍ୟକର୍ତା ମାନଙ୍କୁ ଏହି ମହାନ ଲକ୍ଷ (୬୪ ଦିନ ରେ ୬୪୦୦୦ ବୃକ୍ଷ ରୋପଣ)  ନିଜ ଅଞ୍ଚଳ ରେ ଗଛ ଲଗାଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପିପିଲି ବ୍ଲକର ଉପସଭାପତି ବିଜୁ ଜନତା ଦଳ ଡ଼ା ଚିନ୍ମୟ ମହାପାତ୍ର ଅନୁରୋଧ କରିଛନ୍ତି  ।

 ପିପିଲିରୁ ବିଜୟ କୁମାର ମହାପାତ୍ର

ads

Blog Archive