ads

Breaking News

ସାଇବର ଅପରାଧ କୁ ରୋକିବା ପାଇଁ ଆଉ ତିନୋଟି ଥାନା।

ରାଜ୍ୟରେ ବଢୁଥିବା ସାଇବର ଅପରାଧ କୁ ରୋକିବା ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ତିନୋଟି ଥାନା।  ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ହେବ ସାଇବର ଥାନା ବୋଲି ପ୍ରକାଶ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା।

ads

Blog Archive

Popular Posts