ads

Breaking News

ଓଡ଼ଗାଁରେ ଜନଶୁଣାଣୀ ଶିବିର





 ଓଡ଼ଗାଁ------ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ ପରିସରରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ମତ୍ସ୍ୟ,ପଶୁସମ୍ପଦ ତଥା ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ସାଧାରଣ ଜନତାଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସମାଧାନ ମଧ୍ୟ କରିଥିଲେ।ଏଥିରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

 ଓଡଗାଁରୁ ସୁଦୀପ୍ତ ଦଳାଇ 

ads

Blog Archive

Popular Posts