ads

Breaking News

ନୟାଗଡ ଜିଲ୍ଲାର ମହୀପୁର ପର୍ଯ୍ୟନ୍ତ ଗଡିଲା ରେଳଗାଡି

ନୟାଗଡ଼- ଦୀର୍ଘଦିନର ପ୍ରତୀକ୍ଷା ପରେ ନୟାଗଡ଼ ଜିଲ୍ଲାକୁ ରେଳ ଚଳାଚଳ କରୁଛି । ଖୋର୍ଦ୍ଧା ଏବଂ ବଲାଂଗୀରକୁ ଏହି ରେଳପଥ ସଂଯୋଗ କରାଯିବ । ବର୍ତ୍ତମାନ ନୟାଗଡ଼ ପର୍ଯ୍ୟନ୍ତ  ନିୟମିତ ରେଳ ଚଳାଚଳ କରିବା ସହ ବଲାଙ୍ଗିରୀକୁ ସଂଯୋଗ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଆସନ୍ତା କାଲି ମହିପୁର  ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଟ୍ରେନ ଚାଲିବ ଏବଂ ଏହା ସଫଳ ହେଲେ ରଥଯାତ୍ରା ନିମନ୍ତେ ଉଦ୍ଦିଷ୍ଟ ସ୍ୱତନ୍ତ୍ର ରେଳ ମହୀପୁରରୁ ପୁରୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି  । 
ଓଡଗାଁରୁ ସୁଦୀପ୍ତ ଦଳାଇ 

ads

Blog Archive

Popular Posts