ads

Breaking News

ବିଜୁ ଦକ୍ଷତା କେନ୍ଦ୍ରରୁ ଫ୍ୟାନ ଚୋରି ଅଭିଯୋଗରେ ୪ ଯୁବକ ଗିରଫ

ନୟାଗଡ଼- ଗତକାଲି ନୟାଗଡ ଜିଲ୍ଲାର ପୁରୁଣା ସହରରେ ଥିବା ଶ୍ରମ ଓ ନିୟୋଜନ ବିଭାଗ ଅଧୀନରେ ଥିବା ବିଜୁ ଦକ୍ଷତା ବିକାଶ କାର୍
ଯ୍ୟାଁଳୟରରୁ ଚୋରି ଫ୍ୟାନ ଜବତ ହୋଇଛି।ଗତକାଲି ନୟାଗଡ଼ ଟାଉନ ଥାନା ଅଧିକାରୀ ଶ୍ରୀ ଜୟଦୀପ ମହାନ୍ତିଙ୍କ ନିର୍ଦେଶକ୍ରମେ ନୟାଗଡ଼ ଟାଉନ ଥାନା ପୋଲିସ ଚୋରି ସାମଗ୍ରୀକୁ ଜବତ କରିବା ସହ ୪ଜଣଙ୍କୁ ପୋଲିସ ଗିରଫ କରିଛି।ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ସମସ୍ତଙ୍କ ନାଁ ଗୋପନ ରଖାଯାଇଛି।
ଓଡଗାଁରୁ ସୁଦୀପ୍ତ ଦଳାଇ

ads

Blog Archive

Popular Posts