ads

Breaking News

ଡେଲାଙ୍ଗ ବ୍ଳକରେ ୯୯୨୩ ଜଣ ଘର ଭଙ୍ଗା ତାଲିକାରେ ସାମିଲ ଓ ସଂଶୋଧନ ପାଇଁ ଫର୍ମ ପକାଇଲେ

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକରେ ଚଳିତ ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ୨୪ ହଜାର ୫୯୪ ଜଣଙ୍କୁ ବିଭିନ୍ନ କିସମରେ ତାଲିକା ଭୁକ୍ତ କରାଯାଇଥିଲା  । ମାତ୍ର ପୁରୀ ଜିଲ୍ଲାପାଳଙ୍କ ପାଖରେ ଉକ୍ତ ତାଲିକାରେ ଯୋଗ୍ୟ ହିତାଧିକାରୀ ମାନେ ବାଦ ପଡିଥିବା ଓ ଘର ଭଙ୍ଗା ତାଲିକାରେ ତ୍ରୁଟି ଥିବା ସମ୍ପର୍କରେ ଅଭିଯୋଗ ଆସିଥିଲା  । ଏହାକୁ ନଜର କରି ଜିଲ୍ଲାପାଳ ତୁରନ୍ତ ପ୍ରତି ପଞ୍ଚାୟତରେ ତିନିଦିନ ଧରି ଦରଖାସ୍ତ ଗ୍ରହଣ କରିଥିଲେ  । ସେଥି ମଧ୍ୟରୁ ୭୦୦୧ ପ୍ରକାଶିତ ତାଲିକାରେ ସଂଶୋଧନ କରିବା ପାଇଁ ଫର୍ମ ପଡିଥିବା ବେଳେ ୨୯୨୨ ଜଣ ନୁତନ ଭାବେ ଘର ଭଙ୍ଗା ତାଲିକାରେ ସଂଯୋଗ ହେବା ପାଇଁ ହରଖାସ୍ତ ପକାଇଥିବା ଡେଲାଙ୍ଗ ଅତିରିକ୍ତ ତହସିଲ ଦାର ସୌମେରେନ୍ଦ୍ର ଭୁତିଆଙ୍କ ଠାରୁ ପ୍ରକାଶ  ।
  ଡେଲାଙ୍ଗରୁ ଧୀରେନ୍ଦ୍ର୍ର ସେନାପତି

ads

Blog Archive

Popular Posts