ads

Breaking News

ଗଣଶିକ୍ଷମନ୍ତୀ ବିଭିନ୍ନ ଶିକ୍ଷାଅନୁଷ୍ଠାନ ତଦାରଖ କଲେ

ଓଡଗାଁ------ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯାଇ ବିଦ୍ୟାଳୟ ମାନଙ୍କରେ ସଂସ୍କାର ଆଣିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଛନ୍ତି।ସରକାରୀ ନିୟମରେ ସାମାନ୍ୟ ବ୍ୟତିକ୍ରମ ଘଟିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଗଂଜାମ ଜିଲ୍ଲା ଗସ୍ତ କରି ସରକାରୀ ନିୟମକୁ ଉଲଂଘନ କରୁଥିବା ୨୩୨ ବିଦ୍ୟାଳୟକୁ ବନ୍ଦ କରିବା ନିମନ୍ତେ ନିର୍ଦେଶନାମା ଜରିକରିଛନ୍ତି। ରାଜ୍ୟରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟରେ ସଂସ୍କାର ଆଣିବା ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇଛି।
 ଓଡଗାଁରୁ ସୁଦୀପ୍ତ କୁମାର ଦଳାଇ

ads

Blog Archive

Popular Posts