ads

Breaking News

ନିଶା ନିବାରଣ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

 ଓଡଗାଁ---ଆଜି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ପରିସରରେ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗ,ନୟାଗଡ଼ଙ୍କ ସୌଜନ୍ୟରେ ଏବଂ ଓଡ଼ଗାଁ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ନିଶାନିବାରଣ ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି।ଏଥିରେ ପିମିଟ ଆବାସିକ ବିଦ୍ୟାଳୟ, ଓଡ଼ଗାଁର ରାଷ୍ଟ୍ରୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଶ୍ରୀ ସରୋଜ କୁମାର ନାୟକ ଏବଂ ରେଡ଼କ୍ରସ ସୋସାଇଟର ବିଭାଗୀୟ ମୁଖ୍ୟ ଶ୍ରୀ ଅରୁଣ କୁମାର ନାଏକ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ  ।

 ଓଡଗାଁରୁ ସୁଦୀପ୍ତ ଦଳେଇ

ads

Blog Archive

Popular Posts