ads

Breaking News

ବିଭିନ୍ନ ସରକାରୀ ,ବେସରକାରୀ ଅନୁଷ୍ଠାନ ଓ ସାମାଜିକ ସଂଗଠନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ


ଅତାବିରା ----- ବରଗଡ଼ ଜିଲ୍ଲା ଅତବିରା ବ୍ଲକରେ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ଓ ସାମାଜିକ ସଂଗଠନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀ ସମେତ ଶିକ୍ଷକ ,ଶିକ୍ଷୟିତ୍ରୀ ମାନେ ଯୋଗାଭ୍ୟାସ କରିଥିଲେ  ।  ବିଭିନ୍ନ ସ୍କୁଲର ଖେଳ ଶିକ୍ଷକ ମାନେ ଯୋଗାଭ୍ୟାସ କରାଇଥିଲେ । ସେଥି ମଧ୍ୟରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ତ୍ରିବିକ୍ରମ ପଧାନ, ମାତୃପୁରୀ ଶ୍ରୀମା ଅରବିନ୍ଦ ସ୍କୁଲର କ୍ରୀଡା ଶିକ୍ଷକ ହରିବୋଲ ଅଦାବର,କାଣ୍ଡପାଳି ପିୟୁଜିୟୁପି ସ୍କୁଲର ଶିକ୍ଷକ ସନ୍ତୋଷ କର ଯୋଗା ପ୍ରଶିକ୍ଷଣ ଦେଇଥିଲେ।
ବରଗଡ଼ରୁ ନବୀନ ଦାଶ

ads

Blog Archive

Popular Posts