ads

Breaking News

ମା ଖମେଶ୍ବରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ; ଟ୍ରାଇବ୍ରେକରେରେ ବଙ୍ଗୋମୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା-----ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରାମ ପଡିଆରେ ମାଁ ଖମେଶ୍ୱରୀ ଫୁଟବଲ ଟୂର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଚୁଲିଫୁଙ୍କା ପଞ୍ଚ।।ୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପୀତବାସ ଜାନୀ ଯୋଗଦେଇ ଖେଳାଲି ମାନଙ୍କ ସହ ହାତ ମିଳାଇ ପରିଚିତ ହୋଇଥିଲେ । ଉତ୍ସାହିତ କରିଥିଲେ । ଆଜି ର ଏହି ଖେଳ ବଙ୍ଗୋମୁଣ୍ଡା ଓ ମନିଗାଁ ଦଳ ମଧ୍ୟରେ ଖେଳ ହୋଇଥିବା ବେଲେ ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ଶେଷରେ ଖେଳର ନିୟମ ଅନୁଯାୟୀ ଟ୍ରାଇବ୍ରେକର ର ସହାୟତା ନିଆଯାଇଥିଲା । ।ଏଥିରେ ବଙ୍ଗୋମୁଣ୍ଡା ଦଳ ମନିଗାଁ ଦଳ କୁ ୨-୧ ଗୋଲ ରେ ପରାସ୍ତ କରି ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଲେ ଫିରୋଜ ଓ ପୁଡକା ଲାଇନ ରେ ସହ ଯୋଗ କରିଥିଲେ । ଏଥିରେ ମାଁ ଖମେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ସମସ୍ତ ସଦସ୍ୟ ମାନେ ସହ ଯୋଗ କରିଥିଲେ । 

ବଙ୍ଗୋମୁଣ୍ଡାରୁ ଅଶୋକ ଭୋଇ

ads

Blog Archive

Popular Posts