ads

Breaking News

ରେମଣ୍ଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ" କେନ୍ଦ୍ରରେ ଚେୟାର ସାଜିଛି ବେଡ


ବରଗଡ଼ ---  ବରଗଡ ଜିଲ୍ଲା "ରେମଣ୍ଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ" କେନ୍ଦ୍ର ର ବିକଳ ଚିତ୍ର ଦେଖିବାକୁ ମିଳିଛି। ୭୮ ତମ ସ୍ଵାଧୀନତା ଦିବସ ପାଳନ କରିବାକୁ ଯାଉଛେ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କ ପାଇଁ ମାତ୍ର ୨ଟି ବେଡ ଅଛି। ତୃତୀୟ ରୋଗୀ ଙ୍କ ପାଇଁ ସାଲାଇନ ନେବା ବେଡ ଆବଶ୍ୟକତା ପୂରଣ କରିଥାଏ ବସିବା ଚେୟାର।ଏହି ବିକଳ ଚିତ୍ର ବିଜେପି ସରକାର, ବିଧାୟକ,ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତଥା ବରଗଡ ଜିଲ୍ଲାପାଳ , ପ୍ରାଥମିକ ଆରୋଗ୍ଯ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଦୃଷ୍ଟି ଦେବାକୁ ରେମଣ୍ଡର ଅଗ୍ରଣୀ ସ୍ବେଛାସେବୀ ସଂଗଠନ "ଶପଥ ପରିବାର" ଓ ରେମଣ୍ଡା ଗ୍ରାମବାସୀ ମାନେ ଦାବୀ କରିଛନ୍ତି। । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୮/୨୦୨୪---୭,୩୫ Sakhigopal News,12/8/2024

ads

Blog Archive

Popular Posts