ads

Breaking News

୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ


ବରଗଡ଼ ---ବରଗଡ ଜିଲ୍ଲା ଲୁପୁରସିଂହା ହରିଜନପଡା ଠାରେ ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ  ପୂର୍ବତନ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ସୁନୀତା ବାଗ ଯୋଗ ଦେଇଥିଲେ ।ଏଥିରେ ପଡାବାସୀ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସମୟରେ ବିଜୟ ବାଦୀ, କୁବେର ମହାନନ୍ଦ, ବୀର ବାଦୀ ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୪/୨୦୨୪----୮,୫୦ Sakhigopal News,28/4/2024

ads

Blog Archive

Popular Posts