ads

Breaking News

ଜାତୀୟ ଅଗ୍ନୀ ସୁରକ୍ଷା ସପ୍ତାହ ପାଳିତ




ନୟାଗଡ -- ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ରେ ଜାତୀୟ ଅଗ୍ନିସମ ସୁରକ୍ଷା ଦିବସ ସପ୍ତାହ ପାଳିତ ହୋଇ ଯାଇଛି। ଏହା ଖଣ୍ଡପଡା ଅଗ୍ନି ସମ କେନ୍ଦ୍ରପକ୍ଷ ରୁ ଅନୁଷ୍ଟିତ ହୋଇଥିଲା। ଏଥିରେମୁଖ୍ୟ ଉଦେଶ୍ୟ ହେଲା ଗାଁ ଗାଁ ରେ ଲୋକଙ୍କୁ ସଚେତନ ବାର୍ତ୍ତା ପହଞ୍ଚାଇବା। ଖଣ୍ଡପଡା ଅଗ୍ନି ସମ କେନ୍ଦ୍ରର ଅଫିସର୍ ଙ୍କ ତତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ  ଗାଁ ଗାଁ ରେ ଲୋକ ମାନେ ବହୁ ପ୍ରଶଂସା କରିଛନ୍ତି । ଖଣ୍ଡପଡା ଅଗ୍ନି ସମ କେନ୍ଦ୍ରର କର୍ମଚାରୀ ମାନେ ଲୋକଙ୍କ ଫୋନ୍ କଲ ପାଇ ଯଥା ଶୀଘ୍ର ଦୂର୍ଘଟଣା ହେଉ, ଘର ପୋଡ଼ି ହେଉ, ବନ୍ୟା ହେଉ ଯେ କୌଣସି ବିପଦ ବେଳେ ପହଞ୍ଚି ପାରୁଛନ୍ତି ବୋଲି ଲୋକମାନଙ୍କ ବିଶ୍ଵାସ ଭାଜନ ହୋଇଛନ୍ତି। ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୮/୪/୨୦୨୪----୫,୫୫ Sakhigopal News,28/4/2024

ads

Blog Archive

Popular Posts