ads

Breaking News

ଚା ଖଟିରେ ଏବେ ପ୍ରାର୍ଥୀ ମାନଙ୍କର ଭିଡ


ଜଟଣୀ ---ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀର ଦାଢା ପଞ୍ଚାୟତ ଅନ୍ତର୍ଗତ କେନ୍ଧୁପାଟଣା କଲେଜ ଛକରେ  ସକାଳ ଚା ଖଟି ରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ  ଅପରାଜିତା ଷଡ଼ଙ୍ଗୀ ଓ ଭୁବନେଶ୍ୱର ଉତ୍ତଟର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ  ପ୍ରିୟଦର୍ଶୀ ମିଶ୍ର  ଙ୍କୁ ଚା ଖଟି ରେ ଦେଖିବାକୁ ମିଳିଛି । ସ୍ଥାନୀୟ ଭୋଟର ମାନେ ସ୍ୱତ ପ୍ରବୁତ ଭାବରେ ଯୋଗଦାନ ପୂର୍ବକ ପଦ୍ମ ଫୁଲରେ ଭୋଟ ଦେଇ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିଧାୟକ ତଥା ଅପରାଜିତା ଷଡ଼ଙ୍ଗୀଙ୍କୁ ସାଂସଦ ଭାବରେ ନର୍ବାଚିତ କରି ଡବଲ ଇଂଜିନ ସରକାର ଗଢିବାକୁ ଇଛା ପ୍ରକାଶ  କରିଥିବାର ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୁନାଲ ରାଉତ ପରିଚାଳନା କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୪/୨୦୨୪----୮,୪୫ Sakhigopal News,22/4/2024

ads

Blog Archive

Popular Posts