ads

Breaking News

ନୟାଗଡ଼ ଜିଲ୍ଲା ପାଳଙ୍କୁ ଭେଟିଲେ ଭାରତୀୟ ବିକାଶ ପରିଷଦର ଜିଲ୍ଲା କର୍ମକର୍ତ୍ତା





ନୟାଗଡ଼----ନୟାଗଡ଼ ଜିଲ୍ଲାପାଳ ସ୍ୱାଧା ଦେବସିଂ ଙ୍କୁ ତାଙ୍କ ଅଫିସ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି ଭାରତୀୟ ବିକାଶ ପରିଷଦର ନୂତନ କର୍ମକର୍ତ୍ତା ।  ନୂତନ ଭାବେ ନିଯୁକ୍ତି ପାଇଥିବା ମହିଳା ସଭାପତି ଲିଲି ବାଳା ନାଏକ, ଜିଲ୍ଲା ସଂପାଦିକା, ସତ୍ୟଭାମା ପ୍ରଧାନ, ଜିଲ୍ଲା ଉପଦେଷ୍ଟା ଅନ୍ତର୍ଯ୍ୟାମୀ ପଢି ହାରି ପ୍ରମୁଖ। ରାଜ୍ୟ ଉପସଭାପତି ନିରଞ୍ଜନ ଦାସଙ୍କ ନେତୃତ୍ଵରେ ସାକ୍ଷାତ କରିଥିଲେ।। ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୭/୪/୨୦୨୪---୧୧,୫୫ Sakhigopal News,27/4/2024

ads

Blog Archive

Popular Posts