ଗାଲେରୀ ବନାଞ୍ଚଳ ଅଧିକାରୀ ଭାବେ ଆଶା ଲତା ଦିଗାଲ ହେଲେ
ଭଞ୍ଜନଗର ---ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ଅଧିକାରୀ ଭାବେ ଅତିରିକ୍ତ ରେଞ୍ଜର ଆଶା ଲତା ଦିଗାଲ ଚଳିତ ୫ ତାରିଖ ସରକାରଙ୍କ ଚିଠି ଅନୁଯାଇ ବନାଞ୍ଚଳ ପଦୋନ୍ନତି ପାଇଛନ୍ତି । ସୁଚନା ଥାଉକି ତାରସିଂ ଅତିରିକ୍ତ ବନାଞ୍ଚଳରେ ଥିବା ସମୟରେ ଶ୍ରୀ ଦିଗାଲ କିଛି ମାସ ପାଇଁ ଉତ୍ତର ଘୁମୁସର ବନଖଣ୍ଡର ପ୍ରଥମେ ଜଗନ୍ନାଥ ପ୍ରସାଦ ବନାଞ୍ଚଳ, ତାପରେ ରାଜ୍ୟରେ କୋବିଡି ଚାଲିଥିବା ବେଳେ ମୁଜାଗଡ ବନାଞ୍ଚଳ ଓ ତାରାସିଂ ବନାଞ୍ଚଳ ଭାବେ ସରକାରଙ୍କ ଚିଠି ଅନୁଯାଇ କାର୍ଯ୍ୟଭାର ସୁଚାରୁ ଭାବେ ତୁଲାଇ ଆସିଥିବା ନଜର ରହିଛି। କିନ୍ତୁ ବିଗତ ଦିନରେ ତାଙ୍କର କାର୍ଯ୍ୟ ଠିକ୍ ଭାବେ କରିଥିବାରୁ ପଦୋନ୍ନତି ପାଇ ଉତ୍ତର ଘୁମୁସର ବନଖଣ୍ଡର ୪ର୍ଥ ବନାଞ୍ଚଳ ଭାବେ ଶ୍ରୀ ଦିଗାଲ ପାରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୮/୨୦୨୩-----୭,୧୦ Sakhigopal News,7/8/2023



