ads

Breaking News

ଆର୍ତତ୍ରାଣ ଗାଦୀ ପୀଠରେ ଗୁରୁ ପୂର୍ଣ୍ଣିମା ପାଳିତ



ସାକ୍ଷୀଗୋପାଳ--- ପୂଜ୍ୟପୂଜା ସଂସଦ ଓ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦ ଓ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଲୋକକଲା  ସାରଙ୍ଗଯୋଡି ଗ୍ରାମ ପକ୍ଷରୁ ଆର୍ତତ୍ରାଣ ଗାଦୀ ପୀଠରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏହି  କାର୍ଯ୍ୟକ୍ରମରେ ମୃଦଙ୍ଗ ଗୁରୁ, ପାଲାଗୁରୁ, ସଂକୀର୍ତ୍ତନ ଗୁରୁ, ରାମଲୀଳା ଗୁରୁ,ପରିନାଟ ଗୁରୁ, ନୃତ୍ୟ ନାଟିକା ଗୁରୁ ଶ୍ରୀ କୁଳମଣି ବିଶ୍ଵାଳ ଙ୍କର ଶିଷ୍ୟମାନେ ପାରମ୍ପାରିକ ପୂଜାର୍ଚ୍ଚନା କରି ନାମ କୀର୍ତ୍ତନ କରି ବିଭିନ୍ନ  ଗ୍ରାମ୍ ପରିକ୍ରମା କରିଥିଲେ ।  ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୭/୨୦୨୩-----୮,୪୫ Sakhigopal News,3/7/2023

ads

Blog Archive

Popular Posts