ads

Breaking News

ଗୁଞ୍ଜୁ ଅନୁଷ୍ଠାନ ପକ୍ଷରୁ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ

 
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ର ଦଳିତ ସାହିରେ ଘଟିଥିବା ଅଗ୍ନିକାଣ୍ଡରେ ପୀଡିତ ପରିବାର ଙ୍କୁ ସହାୟତାର ହାତ ବଢାଇଲା ନିୟୁଦିଲ୍ଲୀ ର ସ୍ବେଚ୍ଛାସେବୀ ଅନୁଷ୍ଠାନ "ଗୁଞ୍ଜୁ । ଓଡିଶା ଶାଖାର ସଦସ୍ୟ ସଦସ୍ୟା ମାନେ ଅନୁଷ୍ଠାନ ର ମୁଖ୍ୟ ସୁରେଶ କୁମାର ଓ କାର୍ଯ୍ୟ କାରିଣୀ ସଦସ୍ୟା ସଂଯୁକ୍ତା ଜେନା ଅନ୍ୟ ମାନଙ୍କ ଉପସ୍ଥିତିରେ ଅଗ୍ନିବିପନ୍ନ ପରିବାରଙ୍କୁ ପାଲ, କମଳ, ଘରକରଣl ଅସାଵ ପତ୍ର  ପ୍ରଦାନ କରିଥିଲେ। ଆବଶ୍ୟକ ଅନୁଯାୟୀ  ପୁର୍ନବାର  ସହଯୋଗ କରିବାପାଇଁ ବ୍ୟବସ୍ଥା କରାଯିବ ବୋଲି ଓଡିଶା ଶାଖାର ମୁଖ୍ୟ ସୁରେଶ କୁମାର କହିଛନ୍ତି ।
 ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୫/୫/୨୦୨୩----୭,୧୦ 
Sakhigopal News,5/5/2023

ads

Blog Archive

Popular Posts