ads

Breaking News

ସରପଞ୍ଚ ଲଗାଇଲେ ଷ୍ଟିଟ ଲାଇଟ୍ ଲଗାଇଲେ


ବରଗଡ଼---   ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଛକ ଠାରେ ଷ୍ଟିଟ ଲାଇଟ ଦୀର୍ଘ ଦିନ ଧରି ଖରାପ ହୋଇ ପଡ଼ି ରହିଥିଲା ।  ଛକ ଅନ୍ଧକାର ହୋଇ ରହୁଥିଲା । ଫଳରେ ଜନଜୀବନ ପ୍ରଭାବିତ ହେଉଥିଲା। ଥୁଆପାଲି ର ଗ୍ରାମବାସୀ ମାନେ ସ୍ଥାନୀୟ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ଙ୍କୁ ଲାଇଟ ଲଗାଇବାକୁ ଅନୁରୋଧ କରିଥିଲେ। ଏହା କୁ ହୃଦୟଙ୍ଗମ କରି  ସରପଞ୍ଚ ଥୁଆପାଲି ଛକ ରେ ଲାଇଟ ଲଗାଇ ଆଲୁଅ ବ୍ୟବସ୍ଥା କରାଇଥିଲେ ।ଫଳରେ ଜନସାଧାରଣ ଙ୍କ ସୁବିଧା ଉପଲବ୍ଧ ହୋଇପାରିଛି। ଏଥିପାଇଁ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକଙ୍କୁ ସଚେତନ  ନାଗରିକ ଓ ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୪/୨୦୨୩----୯,୨୫ Sakhigopal News,30/4/2023

ads

Blog Archive

Popular Posts