ads

Breaking News

ଆମ ଆଦିମି ପାର୍ଟି ପକ୍ଷରୁ76 ତମ ସ୍ୱାଧୀନତା ଦିବସ ପାଳିତ



ନୟାଗଡ଼ --ନୟାଗଡ ଜିଲ୍ଲା ତରଫ ରୁ ସ୍ୱାଧୀନତା ଦିବସ ଆମ ଆଦିମି ପାର୍ଟି ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ମାନସ ରଞ୍ଜନ ପଣ୍ଡା ପତାକା ଉତ୍ତୋଳନ କରିଥିଲେ ।ଏଥିରେ ରାଜ୍ୟ କମିଟି ସଦସ୍ୟ ଅଶ୍ୱିନୀ କୁମାର ଯୋଗ ଦେଇ ଆଜି ର କାର୍ଯ୍ୟକ୍ରମ ସୁଚାରୁ ରୂପେ ପାଳନ କରିଥିଲେ। ଅନ୍ୟ ନେତୃତ୍ୱ ମଧ୍ୟ ରେ ଦୀନବନ୍ଧୁ ମଲିକ ଙ୍କ ସହ ଅଂଚଳ ନେତୃତ୍ୱ ରଞ୍ଜନ ସ୍ୱାଇଁ ଚିନ୍ମୟ ରାଉତ, ଭଗବାନ ଦାଶ, ଭିକାରି ବରାଡ଼, ବିକ୍ରମ ପ୍ରଧାନ, ରବି ବରାଡ଼,ଯୁଗଳ ପ୍ରଧାନ, ବିଜୟ ବରାଡ଼ ଙ୍କ ସମେତ ଅନ୍ୟ ଯୁବ ବର୍ଗ ଏବଂ ନେତୃତ୍ୱ ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୬/୮/୨୦୨୨---୮,୪୦  Sakhigopal News,16/8/2022

ads

Blog Archive

Popular Posts