ads

Breaking News

ଭେଡେନ ବ୍ଲକ ଶିକ୍ଷା ସମସ୍ୟା ନେଇ ଡି ପି ଆଇ ବୃନ୍ଦାବନ ଶତପଥୀଙ୍କ ସହିତ ଆଲୋଚନା


ବରଗଡ଼ ----  ବରଗଡ ଜିଲ୍ଲା ଭେଡେନ ବ୍ଲକର ଶିକ୍ଷାକୁ ନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଭୁବନେଶ୍ବର ଓଡ଼ିଶାଙ୍କୁ ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିଧିଦଳ ଭୁବନେଶ୍ବର ଡି ପି ଆଇ ବୃନ୍ଦାବନ ଶତପଥୀଙ୍କ  ସହିତ  ସାକ୍ଷାତ ଆଲୋଚନା କରିଥିଲେ। ଏଥିରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କ  ନେତୃତ୍ବରେ ମାଧବାନନ୍ଦ ସାହୁ ଓ ଲକ୍ଷ୍ମୀନାରାୟଣ ପାଢୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଡିପି ଆଇ ଶ୍ରୀ ଶତପଥୀ ପ୍ରତିନିଧି ଦଳ ଅଭିଯୋଗ ଶୁଣି ଯାଥା ଶିଘ୍ର ଆବଶ୍ୟକତା ଦୃଷ୍ଟି ଉଚିତ ପଦକ୍ଷେପ ନେବେ ବୋଲି   ପ୍ରତିଶ୍ରୁତି ଦେଇଥିଲେ। ପରିଶେଷରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା  ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୮/୨୦୨୨-----୯,୨୦  
Sakhigopal News,25/8/2022

ads

Blog Archive

Popular Posts