ads

Breaking News

ଗୋଲାପଡ଼ା ନୋଡ଼ାଲ ଉଚ୍ଚବିଦ୍ୟାଳୟରେ ବନମହୋସବ ପାଳିତ



 ଭଞ୍ଜନଗର - ଗୋଲାପଡ଼ାସ୍ଥିତ ନୋଡ଼ାଲ ଉଚ୍ଚବିଦ୍ୟାଳୟରେ ୭୨ତମ ବନମହୋତ୍ସବ ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାଥ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସହଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟନାରାୟଣ ନାୟକ, ସମାଜସେବୀ ଶୂଳପାଣୀ ଶତପଥୀ, ପଂଚାନନ ପାଳ, ଅଲଓଷ୍ଟା ରାଜ୍ୟସଭାପତି ଜଗବନ୍ଧୁ ଜେନା, ଜବାହରା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ସୀମାଂଚଳ ପଟ୍ଟନାୟକ, ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ପି. କୁନିଆମ୍ମା ଦୋରା, ସର୍ବାଣୀ ଶଙ୍କର ପ୍ରଧାନ, ମନସ୍ୱିନୀ ସେଠୀ, ରିନା ବିଶ୍ୱାଳ, ନମିତା ମିଶ୍ର, ପ୍ରଣତୀ ପାଣିଗ୍ରାହୀ, ବିନୋଦିନୀ ସ୍ୱାଇଁ, ସାଗରିକା ବାଡ଼ତ୍ୟା, ସୁନୀତା ଗୌଡ଼ ଏବଂ ପ୍ରମୋଦ ପ୍ରଧାନ ସହଯୋଗ କରିଥିଲେ । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୭/୭/୨୦୨୧---୧୦,୧୫ Sakhigopal News,7/7/2021

ads

Blog Archive

Popular Posts