ads

Breaking News

ବିଦ୍ୟୁତ ଦେୟ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ବିଜେପି ପକ୍ଷରୁ ବିକ୍ଷୋଭ ପ୍ର୍ରଟିବାଦ



ବରୀ- ବିଦ୍ୟୁତ ର ବୃଦ୍ଧି ଓ ଅଘୋଷିତ ଭାବେ ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ବିଜେପି ପକ୍ଷରୁ ବରୀ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଆଜି ବରୀ ବିଜେପି ନେତା ବିଶ୍ୱ ରଂଜନ ମଲ୍ଲିକଙ୍କ ନେତୃତ୍ବରେ ବ୍ଲକ ଅଧକ୍ଷା ଶୁବସିନୀ ଶର୍ମା,ଉପାଧ୍ୟକ୍ଷ ରମେଶ ଭଞ୍ଜ,ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତ ସାମଲ, ସରପଞ୍ଚ ବିଜୟ ସାହାଣୀ, ବିରେନ୍ଦ୍ର ମିଶ୍ର,ପ୍ରାକ୍ତନ ସରପଞ୍ଚ ଦିଲ୍ଲୀପ ମହାନ୍ତି,ଶିବ ପ୍ରସାଦ ନାୟକ, ମହେଶ୍ୱର ବେହେରା, ସମେତ ବହୁ ବିଜେପି କର୍ମୀ ଏକ ଶୋଭା ଯାତ୍ରାରେ ବରୀ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟକୁ ଘେରାଉ କରି ଥିଲେ। ରାଜ୍ୟ ସରକାର ସେବା କାମ ଟିକସ ବେସି ଅଘୋଷିତ ବିଦ୍ୟୁତ କଟାକୁ ବନ୍ଦ କରାଯାଉ ଓ ବୃଦ୍ଧି ହୋଇଥିବା ଶୁକ୍ଳକୁ ହ୍ରାସ କରାଯାଉ ବୋଲି ପ୍ରତିବାଦ କରିଥିଲେ।  ପରେ ବିଜେପି ନେତା ଶ୍ରୀ ମଲ୍ଲିକ ଏକ ଦାବି ପତ୍ର  ଉପଖଣ୍ଡ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ।
ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ,୧୯/୭/୨୦୨୧,---୪,୪୦।   
Sakhigopal News,19/7/2021

ads

Blog Archive

Popular Posts