ads

Breaking News

ବିଦ୍ୟୁତ ବିଭାଗର ଅବହେଳା ତଥା ଅନିୟମିତତାକୁ ନେଇ ଭେଡେନ ଏସ୍ ଡି ଓ ଅଫିସ ଘେରାଉ କଲା ଭାରତୀୟ ଜନତା ପାର୍ଟି



 
ଭେଡେନ---ବରଗଡ଼ ଜିଲ୍ଲା ଭେଡେନ ମଣ୍ଡଳର ବିଜେପି ମଣ୍ଡଳ ସଭାପତି ଜୟଦେବ ପଧାନ ଙ୍କ ନେତୃତ୍ବ ରେ ଏକ ବିଜେପି ପ୍ରତିନିଧି ବିଦ୍ଯୁତ୍ ଉପଖଣ୍ଡ ଅଧିକାରୀ ଟାଟା ପାୱାର ଭେଡେନ ଙ୍କ ବିଜୁଳି ଅଫିସ୍ ଘେରାଉ କରିଥିଲେ । ଉପଖଣ୍ଡ ଅଧିକାରୀ ଙ୍କ ଜରିଆରେ ମହାମହିମ ଓଡିଶା ରାଜ୍ୟପାଳ୍ ଙ୍କୁ ୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହିତ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଉଗ୍ରରୂପୀ ହେବ ବୋଲି ଚେତାବନୀ ଦେଇଛନ୍ତି।ଏଥିରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ  ସରୋଜ ମିଶ୍ର,ସଂକିର୍ଡା ମଣ୍ଡଳର ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ତାଣ୍ଡି,ଜିଲ୍ଲା ଯୁବ ମୋର୍ଚା ସମ୍ପାଦକ କିଷ୍ଣା ପଟେଲ,ଜିଲ୍ଲା ଯୁବ ମୋର୍ଚା ଟେକ୍ନିକାଲ୍ ଏବଂ ପ୍ରଫେସନାଲ୍ ସଂଯୋଜକ ଶଶିଭୂଷଣ ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତା କୃଷ୍ଣ ଚନ୍ଦ୍ର ମେହେର,ବାଳଗୋପାଲ ମିଶ୍ର, ଦତ୍ତତିଆ ମେହେର,ସମ୍ବୁ ପ୍ରସାଦ ମେହେର,ବାବୁଲୁ ମେହେର ଏବଂ ଅନ୍ୟାନ୍ୟ ବିଜେପି ସଭ୍ୟ ଉପସ୍ଥିତ ଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,
ସାକ୍ଷୀଗୋପାଳ ନିଉଜ ,୨୯/୭/୨୦୨୧----- ୧୦,୦୦ Sakhigopal News, 29/7/2021

ads

Blog Archive

Popular Posts