ads

Breaking News

ଯୁବକର ସନ୍ଦେହ ଜନକ ମୃତ୍ୟ

  ଭଞ୍ଜନଗର-ଭଞ୍ଜନଗର ଥାନା କୁଲାଡ ଫାଣ୍ଡି ଅନ୍ତର୍ଗତ ଗୋଲାପଡା ଗ୍ରାମର ଗଣେଷ ବରାଢଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି ।  ଗ୍ରାମ ନିକଟରେ ଥିବା ସପନେଶ୍ବର ମନ୍ଧିର ପାଖ ପାହଡରୁ ଭଞ୍ଜନଗର ପୁଲିସ  ଶବ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।  ବ୍ୟବଛେଦ ରିପୋର୍ଟ ଆସିବା ପରେ ଗଣେଷର  ମୃତ୍ୟୁର ସଠିକ ତଥ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ସୁଦିପ୍ର କୁମାର ସାହୁ କହିଛନ୍ତି ।ଏହାକୁ ନେଇ ଭଞ୍ଜନଗର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ଖବର ନେବାରେ ଗୋଲାପଡା ଗ୍ରାମର କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଗଣେଷ ସପନେଶ୍ବର ମନ୍ଦିର ପାଖ ପାହଡ ରାସ୍ତା ପାର୍ଶ୍ୱରେ ପଡିଥିବା ଦେଖି ତାଙ୍କ ଘର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଜଣାଇଥିଲେ । ପରେ ଭଞ୍ଜନଗର ପୁଲିସ ପହଞ୍ଜି ଗଣେଷର ଶବକୁ ଜବତ କରିଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୫/୭/୨୦୨୧----୯,୩୦  Sakhigopal News,5/7/2021

ads

Blog Archive

Popular Posts