ads

Breaking News

ଓଡ଼ିଶା ଆଦିବାସୀ ଓଵିସି ଦଳିତ ସେନା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ

 
ଭେଡେନ---- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ  "ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା" ଗାଇସିଲେଟ ଶାଖା ସଭାପତି ଶଶୀଭୂଷଣ ବରିହା ଙ୍କ ଆହ୍ବାନ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି  ଗୋବର୍ଦ୍ଧନ ଭୂଏ ଯୋଗ ଦେଇ ସମ୍ବିଧାନିକ ଆଇନ ଉପରେ ଆଲୋକପାତ୍ କରିଥିଲେ ।
ଗାଇସିଲେଟ ବ୍ଲକ, ଥାନା, ତହସିଲ ରେ ଅନିୟମିତତା ହେଉଥିବା । ସଂଗଠନ ର ସକ୍ରିୟ  କାର୍ଯ୍ୟକର୍ତା ଗୋପାଳ ଭୂଏ, ଯଜ୍ଞେଶ୍ଵର ପଧାନ, ଅଚ୍ୟୁତାନନ୍ଦ ସାହୁ, ଝସକେତନ୍ ପଧାନ, ଆଶିଷ ଜ୍ୟୋତିଷ, ସଞ୍ଜୟ ଜର୍ଝରିଆ ମତ ପ୍ରକାଶ କରିଥିଲେ ।
  ଆଗାମୀ  ୧୫ ତାରିଖ ଦିନ  ପ୍ରତିବାଦ ରେ ଏକ ବିରାଟ ଜନ ଆନ୍ଦୋଳନ ପାଇଁ ପ୍ରସ୍ତାବ ଧାର୍ଯ୍ୟ କରାଯାଇଛି। ଶେଷ ରେ ରବି ସାହୁ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।
ଭେଡେନ ରୁ ଭବାନୀଶଂକର ପାଢୀ କଂ ରିପୋର୍ଟ ।
ସାକ୍ଷୀଗୋପାଳ ନିଉଜ୍ ,୫/୭/୨୦୨୧----୯,୪୦।  Sakhigopal News,5/7/2021

ads

Blog Archive

Popular Posts