ରୁଷୁଡା ଫାଣ୍ଡିରେ ନୂତନ ଅଧିକାରୀ ଯୋଗଦେଲେ
ଭେଡେନ ----ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ରୁଷୁଡା ଫାଣ୍ଡି ଅଧିକାରୀ ଭାବେ ନୂତନ ସବଇନ୍ସପେକ୍ଟର ଅନୁପ ରଞ୍ଜନ ବରାଇ ଯୋଗଦାନ କରିଛନ୍ତି । ଏହା ଆଗରୁ ବରଗଡ ଟାଉନ ଥାନାରେ ସେ କାର୍ଯରତ ଥିଲେ। ଏଠାରେ ଥିବା ଫାଣ୍ଡି ଅଧିକାରୀ ଗଣେଶ କଲେତ ଭେଡେନ ଥାନା ରେ ଯୋଗଦାନ କରିଛନ୍ତି । ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୫/୭/୨୦୨୧----୯,୨୦। Sakhigopal News,5/7/2021

