ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମହାମାରୀ କରୋନା -୧୯ ଟୀକାକରଣ
ଭେଡେନ----- ବରଗଡ ଜିଲ୍ଲା ଭେଡେନ ବ୍ଲକର ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମହାମାରୀ କରୋନା -୧୯ ଟୀକାକରଣ କରାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭେଡେନରେ ୨୫୩,ରେଶମ ୧୭୬,ରେମଣ୍ଡା ୧୪୩,ଗଣ୍ଡତୁରୁମ ୧୬୫, ଧାତୁକପାଲି ୧୬୫ ଜଣଙ୍କୁ ଟୀକା ଦିଆଯାଇଛି ।ଆଗାମୀ କାଲି ୬.୭.୨୧ ଓ ୭.୭୨୧ ତାରିଖ ତଥା ମଙ୍ଗଳବାର ଓ ବୁଧବାର ଦିନ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କରୋନା ଟୀକା ପ୍ରଦାନ କରାଯିବ ବୋଲି ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,,୫/୭/୨୦୨୧ ,
Sakhigopal News,5/7/2021



