ads

Breaking News

ଘୋରଡିଆ ବଜାରରେ ଦେକାନ ସିଲ କଲା ପୁଲିସ


  ଡେଲାଙ୍ଗ--- ସଟଡାଉନ ଜାରି ରହିଥବା ବେଳେ ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆବଜାରରେ କେତକ ଅମାନିଆ ଦେକାନୀ ଦେକାନ ଖୋଲି ବେପାର କରୁଥିବା =ଡେଲାଙ୍ଗ ହାଟ ବଜାର ଫାଣ୍ଡି ଅଧିକାରୀ ଏ ଖବର ପାଇଥିଲେ । ସଙ୍ଗେ ସଙ୍ଗେ ଘୋରଡିଆ ହାଟ ବଜାରରେ ପହଞ୍ଚି ଦେକାନ ଗୁଡିକ ସିଲ କରିଥବା ଜଣାପଡିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୭/୨୦୨୧--- ୫,୩୦, 

Sakhigopal News, 4/7/2021

ads

Blog Archive

Popular Posts