ads

Breaking News

ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮ ବର୍ଷ ବୟସ ରୁ ଅଧିକ ବ୍ୟକ୍ତି ଙ୍କୁ ଟୀକାକରଣ


ଭେଡେନ - ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆସନ୍ତା କାଲି ତାରିଖ ୫.୭.୨୧ ସୋମବାର ଦିନ ୧୮ ବର୍ଷ ବୟସ ରୁ ଉର୍ଦ୍ଧ ୪୫ ବର୍ଷ ବୟସ ପର୍ଯ୍ଯନ୍ତ କରୋନା ଟିକା ପ୍ରଦାନ କରାଯିବ। ଦିନ ୯ ଘଣ୍ଟା ସମୟ ରୁ ଦିନ ୧୨ଘଣ୍ଟା ପର୍ଯ୍ଯନ୍ତ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭେଡେନ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେମଣ୍ଡା, ଧାତୁକପାଲି,ଗଣ୍ଡତୁରୁମ ଓ ରେଶମ।ସେହିପରି ଅପରାହ୍ନ ୧ଘଣ୍ଟା ସମୟରୁ ୪ଘଣ୍ଟା ସମୟ ପର୍ଯନ୍ତ ୪୫ ବର୍ଷ ବୟସ ରୁ ଉର୍ଦ୍ଧ୍ବ ଟିକା ପ୍ରଦାନ କରାଯିବ,ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭେଡେନ,ପ୍ରାଥମିକ କେନ୍ଦ୍ର ରେମଣ୍ଡା,ଧାତୁକପାଲି ଗଣ୍ଡତୁରୁମ, ରେଶମ ଠାରେ ଟିକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....,୩/୭/୨୦୨୧---୪,୩୦  Sakhigopal News,3/7/2021

ads

Blog Archive

Popular Posts