ads

Breaking News

ଚୋରି ଅଭିଯୋଗରେ ଦୁଇ ଗିରଫ

 ଡେଲାଙ୍ଗ----ଡେଲାଙ୍ଗ ଥାନା ଅନ୍ତର୍ଗତ ଡଁପୁର ଗ୍ରାମର ରବି ଭୋଇଙ୍କଘର ତାଲା ଭାଙ୍ଗି ଶୁକ୍ରବାର ୨୫ଶହ ଟଙ୍କା ସୁନାମୁଦି ଓ ଅଳଙ୍କାର ଚୋରି କରି ନେଇଯାଇଥିଲେ । ଏ ସମ୍ପର୍କରେ ଡେଲାଙ୍ଗ ଥାନାରେ ରବି ଲିଖିତ ଅଭିଯୋଗ କରିଥିଲେ । ରବିଙ୍କ ଅଭିଯୋଗ କ୍ରମେ୨୨୩/୨୦ରେ ଏକ ମାମଲା ରୁଜ କରି ତଦନ୍ତ ଜାରି ରଖିଥଲେ । ପାଞ୍ଚବାଟିଆ ଗ୍ରାମର ଚନ୍ଦନ ମଲିକ (୧୯) ଓ ପିପିଲି ଥାନା ଅନ୍ତର୍ଗତ ବଧିଥେଣ୍ଟୋଣା ଗ୍ରାମର ନୃସିଂହ ମଲିକ (୨୬) ଙ୍କୁ ଗିରଫ କରି ତାଙ୍କଠାରୁ ଏକ ଚୋରା ଲୁନା ମଟର ସାଇକେଲ ଓ ୫ ହଜାର ଟଙ୍କା ପୋଲିସ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ଜଣାପଡିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୬/୧୨/୨୦୨୦----୯,୪୦

ads

Blog Archive