ads

Breaking News

୧୦ ଲିଟର ଦେଶୀ ମଦ ଜବତ; ଜଣେ ଗିରଫ

 ଡେଲାଙ୍ଗ----- ଡେଲାଙ୍ଗ ହାଟ ଫାଣ୍ଡି ଏସ. ଆଇ ସଞ୍ଜୟ କୁମାର ପ୍ରଧାନ ଏକ ବିଶେଷ ସୁତ୍ରରୁ ଖବର ପାଇ ବେଆଇନ ମଦ ବିକ୍ରୟ କରୁଥବା ଖବର ପାଇଥିଲେ । ଅଚାନକ ଚଡାଉ କରି ଯୋରକଣି ଗ୍ରାମର ପ୍ରଶାନ୍ତ କୁମାର ସାମନ୍ତରାୟଙ୍କ ପାଖରୁ ୧୦ ଲିଟର ଆସ୍କାଫର୍ଟି ଦେଶୀ ମଦ ଜବତ କରିଥିଲେ । ଏ ନେଇ ଡେଲାଙ୍ଗ ଥାନା କେସନଂ - ୨୨୨/୨୦ରେ ଏକ କେସରୁଜ କରି ଅଭିଯୁକ୍ତ ପ୍ରଶାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥବା ଜଣାପଡିଛି । ଜାମିନ ନା ମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୧୨/୨୦୨୦---୯,୪୨

ads

Blog Archive