ads

Breaking News

ବସିବ ବିଜେଡି ର କାର୍ଯ୍ୟକାରିଣୀ

  
   ଭୁବନେଶ୍ୱର----- ବସିବ ବିଜେଡି ର କାର୍ଯ୍ୟକାରିଣୀ ବୈଠକ । 21 ରେ ହେବ ରାଜ୍ୟ ପରିଷଦ ବୈଠକ । ଏଥିରେ ସାଂଗଠନିକ , ରାଜନୈତିକ ଓ ଅର୍ଥନୈତିକ ଆଲୋଚନା କରାଯିବ । 26 ରେ ପାଳନ ହେବ ପ୍ରତିଷ୍ଠା ଦିବସ । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମିଳନୀ ରେ ଉପସଭାପତି  ଦେବୀ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ପ୍ରତି ନିର୍ବାଚନ ମଣ୍ଡଳୀର ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି । ଏଥିରେ ସମସ୍ତ ସଦସ୍ୟ ଯୋଗଦେବେ । 
ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୩/୧୨/୨୦୨୦-----୧୦,୨୦

ads

Blog Archive