କୁଜଙ୍ଗ ଓକିଲ ସଂଘର ନିର୍ବାଚନ
ଜଗତସିଂହପୁର---ଗତ ଶନିବାର ରାଜ୍ୟର ସମସ୍ତ ଓକିଲ ସଂଘ ଗୁଡିକ ର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଯାଇଛି । ବେଳେ କୁଜଙ୍ଗ ଓକିଲ ସଂଘ ର ନିର୍ବାଚନ ଫଳାଫଳ ଜଣାପଡିଛି। ସଙ୍ଘ ର ସଭାପତି ଭାବେ ଗତିକୃଷ୍ନ ଶତପଥି ସମ୍ପାଦକ ସଞ୍ଜୟ ବେହେରା ଙ୍କ ସମେତ ନୃସିଂହ ପ୍ରଧାନ ଉପସଭାପତି,ମମତା ଅଧିକାରୀ ସହ ସମ୍ପାଦିକା, କୋଷାଧ୍ୟକ୍ଷ ଓ ଆଠ ଜଣ ଏକଜୁ କେଟିଭି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।ଆଜି ପୂର୍ବାହ୍ନ8 ରୁ ଅପରାହ୍ନ4 ପର୍ଯ୍ୟନ୍ତ ମତଦାନ କରାଯାଇଥିଲା।ମୋଟ୧୬୪ ଜଣ ଆଇନଜୀବୀ ମତ ସାବ୍ୟସ୍ତ କରିଥିଲେ
ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର,୧୩/୧୨/୨୦୨୦----୧୦,୧୦



