ads

Breaking News

ସୁରବାବା ଆଉ ନାହାନ୍ତି


 ବାଲିପାଟଣା    ---- ବାଲିପାଟଣା ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କ ଦେହାନ୍ତ ହୋଇଯାଇଛି । ଆଉ ପୋଥି ଦେଖି ଭାଗ୍ୟ ଭବିଷ୍ୟତ ଗଣନା କରି କେହି କହିବେନି । ଦେହ ଖରାପ ହେବାରୁ ଏକ ବେସରକାରୀ ମେଡିକାଲ ରେ ଚିକିତ୍ସା ହୋଇଥିଲେ ।
 ଧୀରେନ୍ଦ୍ର ସେନାପତି,୭/୧୨/୨୦---- ୩,୦୦

ads

Blog Archive

Popular Posts