ବିଦେଶୀ ମଦ ଜବତ ; ଜଣେ ଗରିଫ
ପିପିଲି-- ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ଛକରେ ଦେଶୀ ଓ ବିଦେଶୀ ମଦ କାରବାର ହେଉଥିବା ପିପିଲି ଅବକାରୀ ଥାନା ଅଧିକାରୀ ଖବର ପାଇ ସୋମବାର ସଂଧ୍ୟାରେ ଚଡାଉ କରିଥିଲେ । ଚୋରା ମଦ ବିକ୍ରୟ କରୁଥିବା ବେଳେ ସହଦେବ ମଙ୍ଗରାଜଙ୍କ ଠାରୁ ୨ଲିଟର ୮ଶହ ମିଲିଗ୍ରାମ ମଦ ଜବତ କରିଛନ୍ତି । ତାଙ୍କ ନାମରେ ୪୦/୨୦୨୦ରେ ଏକ କେସରୁଜ କରାଯାଇଥିବା ଜଣାପଡିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର, ୮/୧୨/୨୦୨୦-----୫,୫୮



