ads

Breaking News

ରାଇରଙ୍ଗପୁରରେ ବସ୍ ଓଲଟି ୨୫ରୁ ଉର୍ଦ୍ଧ ଆହତ: ୧୦ ଗୁରୁତର

ବାରିପଦା ---- ରାଇରଙ୍ଗପୁରର ଗ୍ରାମାଞ୍ଚଳ ଥାନା ହାତୀବରି ନିକଟରେ ବସ୍ ଓଲଟି ୨୫ରୁ ଉର୍ଦ୍ଧ ଆହତ ହୋଇଥିବାବେଳେ ୧୦ଜଣ ଗୁରୁତର ହୋଇଥିବା ଜଣାପଡଛି ।   ସମସ୍ତ ଆହତଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମିଳିଥିବା  ସୂଚନା ଅନୁଯାୟୀ ବସଟି ରାରଙ୍ଗପୁରରୁ ବାରିପଦା ଯାଉଥିଲା। ଆଉ ଏଥିରେ ୫୦ରୁ ଉର୍ଦ୍ଧ ଯାତ୍ରୀ ବସିଥିଲେ। ବସଟି ଓଲଟିବା ପଛର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଛି। ଧୀରେନ୍ଦ୍ର ସେନାପତି ,୧୦/୧୨/୨୦୨୦------,୧୦,୫୦

ads

Blog Archive