ads

Breaking News

ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ନେଇ ଜଟଣୀ ବି,ଡି. ଓ. ଙ୍କୁ ଦାବି ପତ୍ର ପ୍ରଦାନ କଲେ ସତ୍ୟବ୍ରତ ଦାସ



ଜଟଣୀ - ଜନସଚେତନା ମଞ୍ଚ ଓଡିଶାର ଆବାହକ ସତ୍ୟବ୍ରତ ଦାସ ୫୧୯ ଦିନ ୮୯୦୦ କି. ମି. ପଥ ଅତିକ୍ରମ କରି ଆଜି ଦିନ 10.20 ମିନିଟ ସମୟରେ ଜଟଣୀ ବ୍ଲକରେ ପହଞ୍ଚି ବି. ଡ଼ି. ଓ. ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା -ଓଡିଶା ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦାବି ଏବଂ  ପୋଲାଭରମ୍ ପ୍ରକଳ୍ପ ସ୍ୱାଭାବିକ କରିବା ନେଇ  ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡ଼ଚଣାରୁ ପଦଯାତ୍ରା ଆରମ୍ଭ କରି ଓଡ଼ିଶାର ସମୁଦାୟ ୩୧୪ ବ୍ଲକ ଅତିକ୍ରମ କରିବେ ପଦଯାତ୍ରୀ ସତ୍ୟବ୍ରତ ଦାସ ।  ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଆଜି ପ୍ରଯ୍ୟନ୍ତ ୨୯୦ ବ୍ଲଜ ଅତିକ୍ରମ କରିଛନ୍ତି । ଏହାର ମୁଖ୍ୟ ଉଦେଶ୍ୟ ହେଲା ଏହି ପଦଯାତ୍ରା ଦ୍ୱାରା ଓଡିଶାର ସମସ୍ତ ଜନତାଙ୍କୁ ସଚେତନା କରାଇବା ।
 ଜଟଣୀ -ରଙ୍ଗନାଥ ବେହେରା , ୯/୧୨/୨୦୨୦---- ୧.୨୦

ads

Blog Archive