ads

Breaking News

ମା " ସନ୍ତୋଷୀ ସୟଂ ସହାୟିକା ମହିଳା ଗୋଷ୍ଠୀଙ୍କ ଧାରଣା



ଜଟଣୀ - -----ସ୍ଥାନୀୟ ଷଣ୍ଢପୁର ନୂଆ ସାହିର "ମା ସନ୍ତୋଷୀ ସୟଂ ସହାୟିକା ମହିଳା ଗୋଷ୍ଠୀଙ୍କ ଜଟଣୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟାହ୍ନ ରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । ସୂଚନା ଅନୁସାରେ ସ୍ଥାନୀୟ କିଛି ଅସାମାଜିକ ଯୁବକ ସେହି ଅଂଚଳର ଅବସ୍ଥିତ ମହିଳା ଗୋଷ୍ଠୀ ଘରକୁ ମାଡି ବସି ନିଜ ଅଧୀନରେ ରଖିଛନ୍ତି । ତେଣୁ ମହିଳା ଗୋଷ୍ଠୀଙ୍କ କାର୍ଯ୍ୟରେ ବାଧା ଉପୁଜୁଥିବାରୁ ସେନେଇ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।  ତେଣୁ ଗ୍ରାମର କିଛି ମହିଳା ଏବଂ ବୁଦ୍ଧିଜୀବୀ ମାନେ ଆଜି ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ ।
ଜଟଣୀ --ରଙ୍ଗନାଥ ବେହେରା ,୯/୧୨/୨୦୨୦---- ୯,୪୦

ads

Blog Archive