ads

Breaking News

ଝରାପାଲି ପ୍ରିମିୟର୍ଲି ଲିଗ୍ କ୍ରିକେଟ ମ୍ୟାଚ ଉଦଘାଟିତ



ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ବାମଦେବ ପାଢୀ ଉଚ୍ଚବିଦ୍ୟାଳୟ ଖେଳପଡିଆ ଠାରେ ଝରାପାଲି ପ୍ରିମିୟର୍ଲି ଲିଗ୍ କ୍ରିକେଟ ମ୍ଯାଚ ସଂକ୍ରିଡା ପଞ୍ଚାୟତ ର ସମିତି ସଭ୍ୟା ଗୀତାଞ୍ଜଳି ଭୋଇଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।ଏହି ପ୍ରିମିୟର୍ଲି ଲିଗ୍ ମ୍ୟାଚ ରେ ୪ଟି ଦଳ ଅଂଶଗ୍ରହଣ କରିଥିବାବେଳେ ମ୍ୟାଚ ଆଠଦିନ ଧରିଚାଲିବ। ହ୍ଵାଇଟ୍ ହର୍ସ,ଗ୍ରୀନ ଚେଲେଞ୍ଜର,ବ୍ଲୁ ଡାଇମଣ୍ଡ ଓ ରେଡ୍ ନାଇଟ।ଏହି ଖେଳକୁ ପରିଚାଳନା କରିଥିଲେ ହାଡୁ ବନଛୋର,ଚକା କୁମ୍ଭାର ଓ ସ୍କୋରର ନିଲୁ ଦନ୍ତା। ଖେଳ ପ୍ରଦର୍ଶନରେ ଚାଷୀ ନଈ,ଘନ ଛୁରିଆ, ସୁବ୍ରତ ଚାନ୍ଦ,ଉଗ୍ରସେନ ଦନ୍ତା,ବବିତା ଭୂଏ,ଅଜିତ୍ ବେହେରା ସଂକର୍ଷଣ ନଈ,ଦୁର୍ଯ୍ୟୋଧନ ବାରିକ ଓ କବି ନଈ ପ୍ରମୁଖ ସକ୍ରିୟ ଖେଳ ପ୍ରେମୀ ସହଯୋଗ କରିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ,୧୧/୧୨/୨୦୨୦----- ୩,୨୦

ads

Blog Archive