ads

Breaking News

ଲିଙ୍ଗ ଭିତ୍ତିକ ହିଂସା ରୋକିବା ପାଇଁ ବିଡ଼ିଓ ଙ୍କୁ ଏକଦାବି ପତ୍ର -ପ୍ରଦାନ


କଳାହାଣ୍ଡି-----ବିଶ୍ୱ ମାନବିକ ଅଧିକାର ଦିବସ ଉପଲକ୍ଷେ ନାଗରିକ ବିକାଶ ସଂଗଠନ  ତଥା ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶା ଓ ଓଡିଶା ଶ୍ରମଜୀବୀ ମଞ୍ଚ ର ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା ର ଜୟପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ମହିଳା ହିଂସା ରୋକିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ର ରେ ବିଶେଷ କରି ପ୍ରମୁଖ  ଆଠ ଗୋଟି ଦାବି ବିଷୟରେ ସରକାରଙ୍କୁ ଅବଗତ କରାଯାଇଛି ।ସଂଗଠନ ସଭାପତି ଶ୍ରୀମତୀ ଲବିତା ନାଗ, ଓ ସଂଗଠନ ର କର୍ମୀ ନବୀନ ସୁନାନୀ, ପର୍ଶୁରାମ ଠାକୁର, ଗୋକୁଳ ଛତ୍ରିଆ ଉପସ୍ଥିତ ଥିଲେ |
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ, ୧୧/୧୨/୨୦୨୦-----୩,୨୫

ads

Blog Archive