ଭୁବନେଶ୍ୱର ରେ ମାନବାଧିକାର ଦିବସ ପାଳିତ
ଭୁବନେଶ୍ୱର---- ଆଜି ହେଉଛି ବିଶ୍ୱ ମାନବ ଅଧିକାର ଦିବସ । ପ୍ରତି ବର୍ଷ ଏହି ଦିନ ବିଶ୍ୱ ରେ ସାମାଜିକ କର୍ମୀ ମାନଙ୍କ ଅବଦାନ ବିଷୟରେ ଆଲୋଚନା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । କରୋନା ମହାମାରି ଯୋଗୁ ସାରା ବିଶ୍ୱ ଏବେ ଆତଙ୍କର ବାତାବରଣ ରେ ଗତି କରୁଛି ।ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାନବ ଅଧିକାର ଦିବସ କୌଣସି ସଭାଗୃହ ରେ ନ ହୋଇ । ସଚେତନତା ରାଲି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି ।ଆଜି ଏହି ଦିବସ ରେ ଭୁବନେଶ୍ୱର ମାଉସୀ ମା ମନ୍ଦିର ରୁ ରଥ ରୋଡ ପଯ୍ୟନ୍ତ ମାନବାଧିକାର କର୍ମୀଙ୍କ ଏକ ଶୋଭାଯାତ୍ରା ପରି କର୍ମା କରିଥିଲା ଏଥିରେ ଜଟଣୀ ବିଧାୟକ ଶ୍ରୀ ସୁରେଶ ରାଉତରାୟ. ସମାଜସେବି ଲିଙ୍ଗରାଜ ସାହୁ. ରୋଟାରୀଆନ ପ୍ରସନ୍ନ ଚୌଧୁରୀ.ଏବଂ ବହୁ ସାମାଜିକ କର୍ମୀସାମିଲ ହୋଇ କରନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଧୀରେନ୍ଦ୍ର ସେନାପତି ,୧୦/୧୨/୨୦୨୦----- ୩,୧୦



