ads

Breaking News

ଯାଜପୁର ଜିଲ୍ଲାର ରୋଟାରି କ୍ଲବ ପକ୍ଷରୁ ପବିତ୍ର ପ୍ରଥମା ଅଷ୍ଟମୀ ରେ ବନ୍ଧୁ ମିଳିନ


ଯାଜପୁର---- ଯାଜପୁର ଜିଲ୍ଲା ରୋଟାରି କ୍ଲବ ଆନୁକୂଲ୍ୟରେ ଆଜି ପବିତ୍ର ପ୍ରଥମା ଅଷ୍ଟମୀ ରେ ବନ୍ଧୁ ମିଳିନ ଅନୁଷ୍ଠିତ ହୋଇଯାଇଛି । ରୋଟାରି କ୍ଲବ ର ସଭାପତି ରଶ୍ମି ରଞ୍ଜନ ମହାନ୍ତି, ସେକ୍ରେଟାରୀ ଶରତ ଚନ୍ଦ୍ର ରାୟ ଏବଂ ସୁଶାନ୍ତ କୁମାର ମହାପାତ୍ର, exutive ସେକ୍ରେଟାରୀ ରୋଟାରି କ୍ଲବ  ଏବଂ  ଅନେକ  ବୁଦ୍ଧି  ଯିବିମାନେ  ଯୋଗ ଦାନ  କରିଥିଲେ । ଏହି  ସଭାରେ  ରୋଟାରି  କ୍ଲବ  ଯାଜପୁର  ଜିଲ୍ଲାରେ  କେମିତି  ଉନ୍ନତୀ  ମୂଳକ  କାଯ୍ୟ କରି  କିପରି  ଲୋକ ମାନଙ୍କ  ପାଖରେ  ପହଞ୍ଚି  ଲୋକଙ୍କ ସୁଖ ଓ  ଦୁଃଖ  ର  ସାଥି  ହୋଇ  ପାରିବ  ଓ  ସମସ୍ତ  ବେକାରୀ  ଙ୍କୁ  ରୋଜଗାର  ଯୋଗାଇ  ଦେବା  ପ୍ରତି ଧ୍ୟାନ  ଦେବା ଲାଗି  ସମସ୍ତ  ସଭ୍ୟ  ମାନେ  ପ୍ରତିଶୃତି  ବଦ୍ଧ  ହୋଇଥିଲେ ।
ଶେଷରେ  ଦିବା କର  ଦାସ  ସମସ୍ତ  ସଭ୍ୟ  ମାନଙ୍କୁ  ଏଣ୍ଡୁରି  ପିଠା  ଖୁଆଇ  ସଭା ଶେଷ  ଓ ଧନ୍ୟବାଦ ଦେଇଥିଲେ । 
ଯାଜପୁର  ରୁ  ଶିବ  କେତନ  ମହାନ୍ତି  ଙ୍କ  ରିପୋର୍ଟ

ads

Blog Archive