ads

Breaking News

ଦୁର୍ଗାପୂଜା କମିଟି ପକ୍ଷରୁ ସାମ୍ବାଦିକ ସମ୍ବିଳନୀ


D Senapati
Atabira news
ବରଗଡ଼----   ବରଗଡ଼ ଜିଲ୍ଲା ଅତାବିରା ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । କିଭଳି ଭାବରେ ପୂଜା ମହୋତ୍ସବକୁ ଅଳ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ । ଏବଂ ଏହାର ପଚାର ପ୍ରସାର କରିବା ପାଇଁ ସାମ୍ବାଦିକ ମାନଙ୍କ ସହ କମିଟି ଆଲୋଚନା କରିଥିଲା ।    ବିଗତ ଜାନୀ ଯାତ୍ରା ଓ ମହୋତ୍ସବ ମାନଙ୍କରେ ଯୋଉଁ ଭଳି ପ୍ରଶାସନ ଅବହେଳା ତଥା ଆନ୍ତରିକତା ଅଭାବରୁ ଘଟିଯାଇଥିବା ଅସାମାଜିକ ଓ ବିଶୃଙ୍ଖଳିତ ପରିବେଶର ଯେପରି ପୁନରାବୃତ୍ତି ନହେବ ସେଥିପ୍ରତି ଦୃଷ୍ଟିଦେବା ସହ କମିଟି କୁ  ସହଯୋଗ କରିବା ପାଇଁ ସାମ୍ବାଦିକ ମାନଙ୍କୁ ନିବେଦନ  କରାଯାଇଥିଲା । ଅପ୍ରୀତିକର ପରିବେଶ ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କମିଟି ନିଷ୍ପତ୍ତି ନେଇଥିବା ଜଣାପଡିଛି ।


 ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive