ads

Breaking News

ଜାତୀୟ ରାଜପଥରୁ୧୦ଫୁଟ ତଳକୁ କାର ଓଲଟିଲା

 ସାକ୍ଷୀଗୋପାଳ--- ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ସତ୍ୟବାଦୀ  ବ୍ଳକ ନିକଟରେ ଥିବା ଜୟଗୁରୁ ଆଶ୍ରମ ପାଖରେ ଏକ କାର ରାସ୍ତାର ୧୦ ଫୁଟ ତଳ ନୟନଯୋଡି ଖାଲକୁ ଖସି ପଡିଛି ।  ଗାଡି ଚାଳକ ଦୁର୍ଘଟଣା ଘଟାଇ ଗାଡି ଛାଡି ଫେରାର ହୋଇଯାଇଛି  । ଗାଡି ନଂ ଓଡି- ୩୩- ଭି- ୭୩୬୩  ।  ଖବର ପାଇ ସତ୍ୟବାଦୀ ପୋଲିସ ଗାଡିଟିକୁ ଜବତ କରି ଥାନାକୁ ଆଣି ଥିବା ଜଣାପଡିଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive