ads

Breaking News

ବିଭିନ୍ନ ଦାବୀ ନେଇ ବ୍ଳକ ସମ୍ମୁଖରେ ଧାରଣା

ସାକ୍ଷୀଗୋପାଳ--- ଜଳସେଚନ, କୃଷି, ସତ୍ୟବାଦୀରେ ତୁରନ୍ତ ଶୀତଳ ଭଣ୍ଡାର, ଧର୍ମଶାଳାର ପୁନଃ ଉଦ୍ଦାର, ସାକ୍ଷୀଗୋପାଳ ବଜାରରେ ରେଳ ଓଭରବ୍ରିଜ, ଓଡିଆ ବିଶ୍ୱ ବିଦ୍ୟାଳୟ ଜମି ଗ୍ରହଣ ଆଦି ଦାବୀରେ  ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ରାଜ୍ୟ ସକରାରଙ୍କ ବିରୁଧରେ ବିଭିନ୍ନ ସ୍କୋଗାନ ଦିଆଯାଇଥିଲା  ।  ଏହି ଧାରଣାରେ ସତ୍ୟବାଦୀ ଦେବତ୍ତର ସମ୍ପତି ସୁରକ୍ଷା ମଞ୍ଚ, ସୁଆଣ୍ଡୋ ସେତୁ ସଂଗଠନ, କୋଣାର୍କ ସୁରକ୍ଷା ସମିତି, ସତ୍ୟବାଦୀ ବଞ୍ଚାଅ ଆନ୍ଦୋଳନ, ନବନିର୍ମାଣ କୃଷକ ସଂଗଠନ ପୁରୀ ଜିଲ୍ଲା, ପୁରୀ ଜିଲ୍ଲା ନଡିଆଚାଷୀ ମହାସଂଘ, ଏକାମ୍ର ଜନଜାଗରଣମଞ୍ଚ ଭୁବନେଶ୍ୱର, ଓଡିଆ ବିଶ୍ୱ ବିଦ୍ୟାଳୟ ଦାବୀ ମଞ୍ଚ ସାକ୍ଷୀଗୋପାଳ ଓ ମା ଗଡ ଚଣ୍ଡି ହରିଜନ ମହିଳା ମହାସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା  । ଏହାର ନେତୃତ୍ୱ ନେଇଥିଲେ ଗୋବିନ୍ଦ ମହାପାତ୍ର । ଅନ୍ୟ ମାନଙ୍କ ମଧ୍ୟରେ ପିତାମ୍ବରୀ ଦାସ, ରୀନା ମଲିକ, ଭୁବନେଶ୍ୱର ଜେନା, ଧନେଶ୍ୱର ବରାଳ, ଓ ହଟ୍ଟବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts