ads

Breaking News

ଅତାବିରା ଆରଏମସି ରେ ନୂତନ ସମ୍ପାଦକ ଙ୍କ ଯୋଗଦାନ



ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ଆରଏମସି ରେ ସମ୍ପାଦକ ଭାବରେ ଡୋଲାମଣୀ ପୁରୋହିତ ଯୋଗଦାନ କରିଛନ୍ତି। ଅତାବିରା ଆରଏମସି ଭୋଲାନାଥ ଦାସ, ଦିଲିପ ମିଶ୍ର, ଅଜୟ ବେହେରା, ଭରତ କିଶୋର ପ୍ରଧାନ, ଚିତ୍ତ ରଞ୍ଜନ ଆଚାର୍ଯ୍ୟ, ମନବୋଧ ପ୍ରଧାନ ସମେତ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ନୂତନ ସମ୍ପାଦକଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ। ଏହି ସମୟରେ ନୂତନ ସମ୍ପାଦକ ଶ୍ରୀ ପୁରୋହିତ ମାର୍କେଟ କିପରି ଭଲ ଭାବରେ ଚାଳିବ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୧୦/୨୦୨୩----୯,୫୫ Sakhigopal News,13/10/2023

ads

Blog Archive

Popular Posts