ads

Breaking News

ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ଜଳିଗଲା


ଭଞ୍ଜନଗର--ଭଞ୍ଜନଗର ଥାନା ଅନ୍ତର୍ଗତ ଚାକୁଣ୍ଡାପଲ୍ଲୀ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନ ସମୟରେ ଅଗ୍ନିକାଣ୍ଡ ଘଟିଛି । ଗ୍ରାମର ତ୍ରିନାଥ ନାୟକଙ୍କ ଗୋଟିଏ ବଖରା ଚାଳ ଘର ପୋଡି ନଷ୍ଟ ହୋଇଯାଇଛି। ସେ ଓ ତାଙ୍କ ପତ୍ନୀ କାମ କରିବା ପାଇଁ ବାହାରକୁ ପଳାଇଥିବା ସମୟରେ ଘରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକ ନିଆଁ ଲିଭାଇକୁ ପ୍ରୟାଶ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୦/୨୦୨୩---୮,୫୫
 Sakhigopal News,13/10/2023

ads

Blog Archive

Popular Posts