ads

Breaking News

ମହିଳାଙ୍କ ପାଇଁ ସଂରକ୍ଷଣ ଓ ରାଜନୈତିକ ପାଠଚକ୍ର ଅନୁଷ୍ଠିତ


 ଭଞ୍ଜନଗର---ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ପକ୍ଷରୁ ଦେଶରେ ମହିଳାଙ୍କ ପାଇଁ ସଂରକ୍ଷଣ ଓ ରାଜନୈତିକ ନେତୃତ୍ବ ସଂର୍ପକୀତ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପ୍ରଫେସ ଡ. ସିଦ୍ଧାର୍ଥ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଝରଣା ବରାଡ ମହିଳା ସଂରକ୍ଷଣ ବିଲ୍ ୨୦୨୩ ଆଧାରରେ ମହିଳାଙ୍କ ସଂରକ୍ଷଣ ଓ ରାଜନୈତିକ ଭାଗିଦାରୀ ସଂର୍ପକରେ ଏକ ସନ୍ଧର୍ଭ ପାଠ କରିଥିଲେ। ଏଥିରେ ବିଭାଗୀୟ ମୁଖ୍ୟ ଡ.ସଯୁକ୍ତା ପଟ୍ଟନାୟକ,ଅଧ୍ୟାପକ ପ୍ରେମଚାନ୍ଦ ମଲ୍ଳିକ,ସୁପ୍ରଭା ବେହେରା,ପିୟୁଷ ସ୍ବାଇଁ,ସିଆର୍ ଚର୍ଚ୍ଚି ପ୍ରମୁଖ ଉପସ୍ଥିତ ରହିଥିଲେ। ସହ ସମ୍ପାଦିକା ପୂଜା ସ୍ବାଇଁ,ଛାତ୍ରୀ ସ୍ମିତାରାଣୀ ପ୍ରଧାନ,ବନ୍ଦନା ସ୍ବାଇଁ,ଶୁଭଶ୍ରୀ ସ୍ବାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୦/୨୦୨୩---୯,୫୫ Sakhigopal News,14/10/2023

ads

Blog Archive

Popular Posts